Wednesday, February 25, 2026
18 C
Odisha

    ଭୁବନେଶ୍ବରରେ ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :  ଭୁବନେଶ୍ବରରେ ଖିଲାଡ଼ି କୁମାର ।  ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ।  ତାଙ୍କ ଫଟୋ ଉଠାଇବାକୁ ଖଚାଖଚ ଭିଡ ହୋଇଥିଲା ।  ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଉଥିଲେ ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ପ୍ଲାଇଟ୍ ଭୁବନେଶ୍ବରରୁ ଥିବାରୁ ଏଟାରେ ସେ କିଛି ସମୟ ରହିଥିଲେ ।ଏହି ରହଣୀ ସମୟରେ ସେ କିଛି ସମୟ ପାଇଁ ବିମାନବନ୍ଦର ବାହାରକୁ ଆସିଥିଲେ ।  ପରେ ବୁବନେଶ୍ବରରୁ ଭିଏତନାମକୁ ସ୍ପେଶାଲ ଫ୍ଲାଇଟରେ ଯାତ୍ରା କରିଥିଲେ ।  ଭୁବନେଶ୍ବରରେ ଅକ୍ଷୟ କୁମାର ଥିବା ଜାଣିବା ପରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା ।  ଏଥିପାଇଁ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18 ° C
    18 °
    18 °
    82 %
    0.9kmh
    8 %
    Wed
    33 °
    Thu
    34 °
    Fri
    35 °
    Sat
    36 °
    Sun
    38 °

    ସମ୍ବନ୍ଧିତ