Sunday, February 22, 2026
21.5 C
Odisha

    ଭୁବନେଶ୍ବର AIIMSରେ ରେଡ୍, ନିଯୁକ୍ତି ସ୍କାମ ନେଇ ସିବିଆଇର ଚଢ଼ାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ବର AIIMSରେ ରେଡ୍ । ନିଯୁକ୍ତି ସ୍କାମ ନେଇ ଏମ୍ ସରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି CBI ଟିମ୍ ଚଢ଼ାଉ କରିଛି ।  ଭୁବନେଶ୍ବର ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    48 %
    2.5kmh
    0 %
    Sun
    22 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ