Sunday, November 9, 2025
17.1 C
Odisha

    ଭୁବନେଶ୍ୱର ଜାଗମରାରେ ପଥୋତ୍ସବର ମଜା

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ। ଆଜି ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିରରୁ ଜାଗମରା ଛକ ପର୍ଯ୍ୟନ୍ତ ପଥୋତ୍ସବ ଅନୁଷ୍ଠିତ ହୋଇଛି। କଣ୍ଠଶିଳ୍ପୀ ଅସୀମା ପଣ୍ଡା , ସତ୍ୟଜିତ୍ ପ୍ରଧାନ ଏବଂ ଜୟଦେବ ଡ୍ୟାନ୍ସ ଗ୍ରୃପ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ରାଜଧାନୀର ପିଲାଠୁ ବୟସ୍କ । ପ୍ରଥମଥର ପାଇଁ ନୂଆ ଏୟାରପୋର୍ଟ ରାସ୍ତାରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଛି। ଯେଉଁଠି ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.1 ° C
    17.1 °
    17.1 °
    60 %
    1.7kmh
    0 %
    Sun
    17 °
    Mon
    25 °
    Tue
    26 °
    Wed
    25 °
    Thu
    25 °

    ସମ୍ବନ୍ଧିତ