Friday, October 2, 2026
22.2 C
Odisha

    ଭୁବନେଶ୍ୱର ତୋଷାଳୀ ଭବନରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଅଗ୍ନିକାଣ୍ଡ ଘଟିଛି।  ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକଡରୁମ ୩ରେ ନିଆଁ ଲାଗିଥିବା ସୂଚନା । ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସରକାରୀ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡିଯାଇଥିବା ଆଶଙ୍କା କରାଯାଉଛି ।

    ନିଆଁ କୁ ଲିଭାଇବା ପାଇଁ ପ୍ରୟାସ ଚାଲିଛି । ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ କୁ ଆୟତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ