Wednesday, September 30, 2026
22.7 C
Odisha

    ଭୁବନେଶ୍ୱର ବିମାନବନ୍ଦରରୁ ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ଦୁଇ ଯାତ୍ରୀଙ୍କୁ ଅଟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜେଇ ଜବତ । ହାଇପ୍ରୋଫାଇଲ ଗଞ୍ଜେଇ ଚାଲାଣ ବେଳେ ଜବତ। ବ୍ୟାଙ୍କକରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଧରିଲା DRI । ୧୧ କେଜିର ଗଞ୍ଜେଇ ଚାଲାଣ ବେଳେ ଜବତ । ଯାହାର ଦାମ ୫ କୋଟି ଟଙ୍କାର ହେବ ବୋଲି ଜଣାପଡିଛି । ଦୁଇ ଯାତ୍ରୀଙ୍କ ଲଗେଜରୁ ଠାବ ହେଲା କମ୍ପ୍ରେସଡ ଭାବେ ରଖାଯାଇଥିବା ଗଞ୍ଜେଇ । ଲଗେଜରେ ଲୁଚାଇ ଆଣୁଥିବା ବେଳେ ଧରିଲା ଡିଆରଆଇ ।  ଏୟାରପୋର୍ଟରେ ପଚରାଉଚରା ଜାରି । ଦୁଇ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ