Monday, March 16, 2026
35.9 C
Odisha

    ଭୁଶୁଡ଼ିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ, ଚାପି ହୋଇଗଲା ବାଇକ୍ ଓ କାର୍

    ଆଗକୁ ପଢନ୍ତୁ

    କଟକ; ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ