Sunday, March 29, 2026
25.2 C
Odisha

    ଭୂକମ୍ପରେ ଥରିଲା ପାକିସ୍ତାନ

    ଆଗକୁ ପଢନ୍ତୁ

    ଇସ୍‌ଲାମବାଦ୍‌ : ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ପାକିସ୍ତାନକୁ ମିଳିଛି ଧର୍ମଦଣ୍ଡ। ଏପଟେ ଭାରତଠାରୁ ପ୍ରଚଣ୍ଡ ପ୍ରହାର ଖାଉଥିବା ‌ବେଳେ ଦାଉ ସାଧୁଛି ପ୍ରକୃତି। ଗତକାଲି ରାତିରେ ପାକିସ୍ତାନରେ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) କହିଛି ଯେ ଆଜି ପାକିସ୍ତାନରେ ଦିନ ୦୧.୪୪ (ଆଇଏସ୍‌ଟି) ରେ ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି ବା ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1kmh
    0 %
    Sun
    39 °
    Mon
    41 °
    Tue
    39 °
    Wed
    39 °
    Thu
    41 °

    ସମ୍ବନ୍ଧିତ