Saturday, October 3, 2026
30.8 C
Odisha

    ଭୂକମ୍ପ ଝଟକାରେ ଥରିଲା ବଲାଙ୍ଗୀର,ଲୋକ ଭୟଭୀତ

    ଆଗକୁ ପଢନ୍ତୁ

    ବଲାଙ୍ଗୀର   :    ଭୂକମ୍ପ ଝଟକାରେ ଥରିଲା ବଲାଙ୍ଗୀର। ଶନିବାର ଭୋର ୪ଟା ୪୦ରେ ବଲାଙ୍ଗୀରରେ ମୃଦୁଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କଲେ ବଲାଙ୍ଗୀରବାସୀ । ଭୂକମ୍ପରେ ଘରର ବାସନ କୁସନ୍ ଶବ୍ଦ ହେବା ସହିତ, ଅନ୍ୟାନ୍ୟ ଆସବାବ ପତ୍ର ହଲିବା ସାଙ୍ଗକୁ କେତେକ ସ୍ଥାନରେ ଘର କାନ୍ଥ ହଲିବା କୁହାଯାଉଛି। ଭୂକମ୍ପର ତୀବ୍ରତା ଜଣାପଡିନାହିଁ।ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। । ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ତେଣୁ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ