Wednesday, October 7, 2026
31.4 C
Odisha

    ଭେଜାଲ ପନିର ଠାବ ପରେ ଛନକା, ହୋଟେଲ ମେନ୍ୟୁରୁ ଗାଏବ ପନିର ଆଇଟମ୍

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବ୍ରହ୍ମପୁର ବଜାରରେ ମିଳୁନାହିଁ ପନିର୍ । ହୋଟେଲରୁ ଉଭେଇ ଯାଉଛି ପନିର ଆଇଟମ୍ । ଆଉ ମିଠା ଦୋକାନରେ ବି କମି ଗଲାଣି ଛେନା ମିଠାର ଆଇଟମ । ସେପଟେ ରୋଷେଇ ଘର ଭିତରକୁ ପଶି ପାରୁନାହିଁ ପନିର। ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ଗତ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଦୋକାନ ଓ ହୋଟେଲ ରେ ଚଢ଼ଉ କରି ଭେଜାଲ ପନିର ଠାବ କରିବା ପରେ ଏବେ ସହରରେ ନକଲି ଓ ଅସଲି ପନିର କୁ ନେଇ ଚାଲିଛି ଚର୍ଚ୍ଚା । ଏନେଇ ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଥିଲା କଳିଙ୍ଗ ଟିଭି। କହିବାକୁ ଗଲେ ଏବେ ଅନେକ ସ୍ଥାନରେ ପନିର ଉତ୍ପାଦନ ବନ୍ଦ ହୋଇଯାଇଥିବା ବେଳେ ହୋଟେଲ ମେନ୍ୟୁରୁ ପନିର ଆଇଟମ କମି ଯାଇଥିବା ବେଳେ ମିଠା ଦୋକାନରେ ମଧ୍ୟ ଛେନା ମିଠା ଭେରାଇଟି କମିଯାଇଛି । ସେପଟେ ଘରକୁ ପନିର ଆଣୁନଥିବା କହିଛନ୍ତି ଅନେକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ