Wednesday, October 7, 2026
31.4 C
Odisha

    ମଝି ସମୁଦ୍ରରେ ଫୁଟିଲା ଗୁଳି

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା :ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଅଭୟାରଣ୍ୟ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କିଛି ମତ୍ସ୍ୟଜୀବୀ ବେଆଇନ୍ ଭାବେ ମାଛ ଧରୁଥିଲେ ।ଏହି ସମୟରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ ।ତିନିଟି ଟ୍ରଲର ସହ ୮ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା ବନ ବିଭାଗ । ନିଜ ସାଥୀଙ୍କ ଛଡ଼ାଇବା ପାଇଁ ମାଛ ମାଫିଆ ବନବିଭାଗ କର୍ମଚାରୀଙ୍କ ଘେରି ସେମାନଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।ସେମାନେ ଗୁଳି ଫୁଟାଇ ଜବରଦସ୍ତ ୮ ଜଣ ମତ୍ସ୍ୟଜୀବୀଙ୍କୁ ବନ କର୍ମଚାରୀଙ୍କ କବଳରୁ ଛଡ଼ାଇନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ