Saturday, March 14, 2026
23.2 C
Odisha

    ମଝି ସମୁଦ୍ରରେ ୪ ମତ୍ସ୍ୟଜୀବୀ ନିଖୋଜ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ମଝି ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କଙ୍କଡ଼ାପାଳ ଗାଁର ୪ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଡଙ୍ଗା ମାଲିକ ମଧୁସୂଦନ ଗିରି, ତାଙ୍କ ବାପା ଗୋପାଳ ଗିରି, ମଧୁସୂଦନଙ୍କ ବଡ ଭାଇ ରବିନ୍ଦ୍ର ଗିରି ଏବଂ ଜଗନ୍ନାଥ ପାଳ । ଗତକାଲି ସକାଳେ ମୋଟର ବୋଟରେ ମାଛ ଧରିବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ଅଗ୍ନିଶମ ବିଭାଗ ଓ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ଗତକାଲିଠୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ଖୋଜାଖୋଜି କରିଥିଲେ ବି ଏପର୍ଯ୍ୟନ୍ତ ପତ୍ତା ମିଳିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ