Friday, April 3, 2026
33.6 C
Odisha

    ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ

    ଆଗକୁ ପଢନ୍ତୁ

    ତାଳଚେର: ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଟାୱାର ଉପରେ ଚଢି ଜୀବନ ହରିବାକୁ ଉଦ୍ୟମ କଲେ ଯୁବକ। ତାଳଚେର କଣିହାଁ ବ୍ଲକ ରଙ୍ଗବେଡା ଗାଁ ନିକଟସ୍ଥ ମୋବାଇଲ ଟାୱାର ଉପରେ ଚଢ଼ି ଜୀବନ ହରିବାକୁ ଉଦ୍ୟମ କରିଛନ୍ତି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକଙ୍କୁ ତଳକୁ ଆଣିବାକୁ ନାକେଦମ ହୋଇଥିଲା ପୋଲିସ। ୪ ଘଣ୍ଟାର ହାଇଡ୍ରାମା ପରେ ଏନଟିପିସି ପୋଲିସ ଏବଂ କଣିହାଁ ଅଗ୍ନିଶମ ବାହିନୀ ବୁଝାସୁଝା କରି ଟାୱାରରୁ ଯୁବକଙ୍କୁ ତଳକୁ ଆଣିଥିଲା। ଯୁବକ ଜଣକ ହେଲେ ରଙ୍ଗବେଡ଼ା ଗାଁର ଶ୍ରୀକାନ୍ତ ଦେହୁରୀ। ଯୁବକଙ୍କ ଏହି ହାଇଡ୍ରାମା ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ