Thursday, February 26, 2026
17.8 C
Odisha

    ମଧୁମେହ ରୋଗୀମାନଙ୍କ ପାଇଁ ବରଦାନ ଏହି ଯୋଗାସନ ! ନିୟମିତ କରନ୍ତୁ ମିଳିବ ଲାଭ

    ଆଗକୁ ପଢନ୍ତୁ

    ସମାଜରେ ମଧୁମେହର ସମସ୍ୟା ଖୁବ ଜଲଦି ବୃଦ୍ଧି ପାଇବାରେ ଲାଗିଛି । ବଦଳୁଥିବା ଜୀବନଶୈଳୀ,କମ ବ୍ୟାୟାମ ଏବଂ ଖାଦ୍ୟ ପାନୀୟରେ ସମସ୍ୟା କାରଣରୁ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଇଣ୍ଟରନାସନାଲ ଡାଇବେଟୀଜ ଫାଉଣ୍ଡେସନ ଅନୁସାରେ ୭ କୋଟିରୁ ଅଧିକ ଭାରତୀୟ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ।

    ଯଦି ସମୟ ଭିତରେ ଏହାର ଚିକିତ୍ସା ନ କରାଯାଏ ତେବେ ଏହାର ପ୍ରଭାବରୁ ଆହୁରି ଅନେକ ରୋଗ ମଧ୍ୟ ହୋଇଥାଏ । ଯଥା,କ୍ରୋନିକ କିଡନୀର ବିଫଳତା,ଚକ୍ଷୁ ସମସ୍ୟା,ହ୍ରୁଦୟ ରୋଗ,ସ୍ଟ୍ରୋକରେ ସମସ୍ୟା ଇତ୍ୟାଦି । କିନ୍ତୁ ଯଦି ଆପଣ ସମୟ ଭିତରେ ଏହାକୁ ଧ୍ୟାନ ଦିଅନ୍ତି ତାହେଲେ ଏଥିରୁ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ଯୋଗ ଯାହାକୁ ନିୟମିତ ପ୍ରୟାସ କରିବା ଦ୍ବାରା ଆପଣ ଏହି ରୋଗକୁ ଦୁରେଇ ପାରିବେ ।

    ବ୍ରୁକ୍ଷାସନ
    ବ୍ରୁକ୍ଷାସନର ନାମ ବ୍ରୁକ୍ଷ ଶବ୍ଦରୁ ହୋଇଛି । ଏହି ଆସନ କରିବାକୁ ହେଲେ ଆପଣଙ୍କୁ ଗଛର ମୁଦ୍ରାଭଳି ଠିଆ ହେବାକୁ ପଡିଥାଏ । ଯେଉଁ କାରଣରୁ ଏହାକୁ ବ୍ରୁକ୍ଷାସନ କୁହାଯାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଫାଇଦାପୁର୍ଣ୍ଣ ହୋଇଥାଏ ।

    ଧନୁରାସନ
    ଏହି ଆସନ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ନିୟମିତ ଏହାକୁ ଅଭ୍ୟାସ କରିବା ଦ୍ବାରା ପାନକ୍ରୀୟାଜ ଉତ୍ତେଜିତ ହୋଇଥାଏ ଏବଂ ଇନସୁଲିନ କ୍ଷରଣରେ ଲାଭ ମିଳିଥାଏ ଯାହା ସୁଗାରକୁ ସନ୍ତୁଳନ ରଖିବାରେ ସହାୟକ ହୋଇଥାଏ । ଏହା ମଧୁମେହ ଟାଇପ ୧ ଏବଂ ମଧୁମେହ ଟାଇପ ୨ ଉଭୟରେ ଲାଭ ପହଞ୍ଚାଇଥାଏ ।

    ହଳାସନ:
    ହଳାସନ ସସ୍କ୍ରୁତ ଶବ୍ଦ ହଳ ଏବଂ ଆସନରୁ ସ୍ରୁଷ୍ଟି ହୋଇଛି । ଯେଉଁ ଲୋକମାନେ ମଧୁମେହ ରୋଗରେ ଆକ୍ରାନ୍ତ ସେମାନଙ୍କୁ ହଳାସନ ଆସନ ନିୟମିତ ଅଭ୍ୟାସ କରିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.8 ° C
    17.8 °
    17.8 °
    35 %
    1.4kmh
    0 %
    Thu
    32 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ