Thursday, March 5, 2026
30.9 C
Odisha

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ ୪ ଗୁରୁତର

    ଆଗକୁ ପଢନ୍ତୁ

    ନୂଆପଡା:ନୂଆପଡା ଜିଲ୍ଲା ୩୫୩ ଜାତୀୟରାଜପଥର ଲୁକୁପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି।ଘଟଣାସ୍ଥଳରେ ୨ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ଆହତମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ନୂଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ବେଳେ ମୃତକ ଓ ଆହତମାନଙ୍କର ଏଯାଏ ପରିଚୟ ମିଳି ପାରିନାହିଁ ।ନୂଆପଡା ପୋଲିସ ଘଟଣାର ତଦନ୍ତ ଜାରିରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    12 %
    2.3kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ