Tuesday, March 17, 2026
24.7 C
Odisha

    ମହଙ୍ଗା ପଡ଼ିଲା ପ୍ରେମିକାକୁ ପ୍ରତାରଣା: ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ପ୍ରେମିକକୁ ଟେକିନେଲା ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ହାତଗଣ୍ଠି ପୂର୍ବରୁ ହାତକଡି । ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ଟେକିନେଲା ପୋଲିସ । ମଙ୍ଗନ ଦିନ ମଙ୍ଗୁଳା ବର ଗିରଫ । ମହଙ୍ଗା ପଡ଼ିଲା ପ୍ରେମିକାକୁ ପ୍ରତାରଣା । ଆଜି ହୋଇଥାନ୍ତା ବାହାଘର ହେଲେ ହାତକଡ଼ି ପକାଇ ଗିରଫ କରିଛି କମିଶନରେଟ ପୋଲିସ । ଘଟଣାଟି ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ । ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଇଞ୍ଜିନିୟରି ସିଦ୍ଧାନ୍ତ ଶଙ୍କର ରଥ । ସିଦ୍ଧାନ୍ତଙ୍କ ଘର ଗଞ୍ଜାମ ବିଶ୍ବନାଥପୁରରେ ।

    ଆଜି ସିଦ୍ଧାନ୍ତଙ୍କ ଥିଲା ବାହାଘର । ହେଲେ ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ ମଧ୍ୟ ବିବାହ କରିନଥିଲେ । ପରେ ପ୍ରେମିକା ଜଣକ ଜାଣିବାକୁ ପାଇଥିଲେ ସିଦ୍ଧାର୍ଥର ବାହାଘର ହେଉଛି । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ମାମଲାରେ ପୋଲିସ ସିଦ୍ଧାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ