Saturday, August 22, 2026
25.1 C
Odisha

    ମହାନଦୀକୁ ଡେଇଁ ନବ ବିବାହିତାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ମହାନଦୀକୁ ଡେଇଁ ନବ ବିବାହିତାଙ୍କ ଆତ୍ମ ହତ୍ୟା ଉଦ୍ୟମ ।  କୌଣସି କାମରେ ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ଗାଁର ନବ ବିବାହିତା ମହିଳା ସୋନପୁରକୁ ଆସି ମହାନଦୀ ବ୍ରିଜ଼ ଆଡ଼କୁ ଆସିଥିଲେ  l   ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ l  ସେଠାରେ ଗାଧୋଉଥିବା କିଛି ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  l  ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ମହାନଦୀରୁ ମହିଳାଙ୍କୁ ଉଦ୍ଧାର କରି ସୋନପୁର ମେଡିକାଲରେ ଭର୍ତ୍ତି କରିଥିଲେ ।  କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଣାପଡ଼ି ନାହିଁ  l ବର୍ତ୍ତିମାନ ଯୁବତୀ ଜଣକ ସୁସ୍ଥ ଥିବା ଜଣାଯାଇଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ