Friday, October 2, 2026
22.9 C
Odisha

    ମହାନଦୀରେ ଖୁଦୁରୁକୁଣୀ ବିସର୍ଜନବେଳେ ଭାସିଗଲେ ମହିଳା, ମିଳୁନି ଖୋଜଖବର

    ଆଗକୁ ପଢନ୍ତୁ

    ବାଙ୍କୀ   :   ମହାନଦୀରେ ଭାସିଗଲେ ମହିଳା । ବାଙ୍କି ପଞ୍ଚାୟତ ରତାଗଡ଼ ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।ଖୁଦୁରୁକୁଣୀ ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଯାଇଛନ୍ତି ମହିଳା । ମହିଳାଙ୍କ ପତ୍ତା ମିଳୁ ନ ଥିବାବେଳେ  ଅଗ୍ନିଶମ ବାହୀନି ପକ୍ଷରୁ ମହିଳାଙ୍କ ଖୋଜାଖୋଜି ଜାରି ରହିଛି । ମହିଳାଙ୍କୁ ଖୋଜିବା ପାଇଁ  ଅଗ୍ନିଶମ ବାହୀନିର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ନିଖୋଜ ମହିଳାଙ୍କ ନାମ ପିଙ୍କି ସ୍ୱାଇଁ  ବୋଲି ଜଣାପଡ଼ିଛି । ପିଙ୍କିଙ୍କ ନିଖୋଜରେ ଗାଁ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ