Saturday, May 16, 2026
28.9 C
Odisha

    ମାଆ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଲାଗିଛି ଭିଡ଼

    ଆଗକୁ ପଢନ୍ତୁ

    ବରଗଡ଼  : ଆଜି ମହାଳୟା  ଅମାବାସ୍ୟା।ଏହି ଅବସରରେ ଆଜି ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି । ଅପରାହ୍ନରେ ମା’ ସମଲେଶ୍ଵରୀଙ୍କ ଖଣ୍ଡାଧୂଆ ପର୍ବ ରହିଛି। ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    61 %
    2.7kmh
    39 %
    Sat
    29 °
    Sun
    41 °
    Mon
    45 °
    Tue
    46 °
    Wed
    45 °

    ସମ୍ବନ୍ଧିତ