Tuesday, March 24, 2026
21.6 C
Odisha

    ମାଛ କିଲୋ ୬ ହଜାର ୪ଶହ ଟଙ୍କା; ଏହା ପୁଟିରେ ଅଛି ଔଷଧୀୟ ଗୁଣ

    ଆଗକୁ ପଢନ୍ତୁ

    ମାଛ କିଲୋ ୬ ହଜାର ୪ଶହ ଟଙ୍କା । ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ପଡିଛି ବିରଳ ତେଲିଆ ବୋରେହି ମାଛ। ଏହି ମାଛ କିଲୋ ପାରାଦ୍ଵୀପରେ ୬ ହଜାର ୪ଶହ ଟଙ୍କାରେ ନିଲାମ ହୋଇଥିଲା । ଏହି ୧୭ଟି ତେଲିଆ ବୋରେହି ମାଛ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। କିନ୍ତୁ ଜାଲରେ ପଡିଥିବା ମାଛ ଗୁଡିକ ଅଣ୍ଡିରା ପ୍ରଜାତିର ତେଲିଆ ବୋରେହି ହୋଇଥିବାରୁ ଏହାର ମୁଲ୍ୟ ବାହାର ବଜାରରେ କିଲୋପ୍ରତି ୯ ହଜାର ରୁ ୧୦ ହଜାର ହେବ ବୋଲି ଆକଳନ କରାଯାଉଛି।। ନିଲାମ ପରେ ଦିଘା ଗଲା ଏହି ମାଛ। ଏହି ମାଛର ଅନ୍ତ ଓ ପୁଟ୍ଟି କୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ। ଏବଂ ବିଦେଶରେ ଏହି ମାଛ ପୁଟ୍ଟି ର ଚାହିଦା ଢେର ଅଧିକ ରହିଛି। ଦିଘା ବଜାରରେ ଏହି ୧୭ ଟି ମାଛର ମୁଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ