Monday, February 2, 2026
20 C
Odisha

    ମାଡ଼ି ଆସୁଛି ବାତ୍ୟା ‘ଦାନା’: ଉତ୍ତର ଓଡ଼ିଶାରେ ପ୍ରଭାବ ବେଶୀ ରହିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପାଖେଇ ଆସୁଛି ବାତ୍ୟା ଦାନା । ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ ସୂଚନା ଦେଇଛନ୍ତି। ଅବପାତ ଆଜି ଗଭୀର ଅବପାତରେ ପରିଣତ ହେବ। ୨୪ ଓ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହି॥ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ। ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷିବ । ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ପଶ୍ଚିମ- ଉତ୍ତର ପଶ୍ଚିମକୁ ଗତି କରିବାବେଳେ ଘଣ୍ଟାପ୍ରତି ୬ କିଲୋମିଟର ରହିଥଇଲା। ବର୍ତ୍ତମାନ ଏହା ପୂର୍ବ ବଙ୍ଗୋପ ସାଗରରେ ରହିଛି। ପାରାଦୀପରୁ ଦକ୍ଷିଣ ପୂର୍ବକୁ ୭୦୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପପୁଞ୍ଜରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ରହିଛି। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିବ ବାତ୍ଯା। ୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେହ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20 ° C
    20 °
    20 °
    44 %
    2.6kmh
    1 %
    Mon
    19 °
    Tue
    31 °
    Wed
    31 °
    Thu
    32 °
    Fri
    32 °

    ସମ୍ବନ୍ଧିତ