Sunday, October 18, 2026
24 C
Odisha

    ମେ’ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନା ନେଉନଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନସେବା ସ୍ଥଗିତ ରଖାଯାଇଛି। ଫଳରେ ଇସ୍ରାଏଲରେ ବାସ କରୁଥିବା ପ୍ରାୟ ୪୦ ହଜାର ଭାରତୀୟ ସ୍ବଦେଶ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଯୁଦ୍ଧ ଭୟରେ ଇସ୍ରାଏଲ ଛାଡିବାକୁ ମନସ୍ଥ କରୁଛନ୍ତିି, ସେମାନଙ୍କୁ ପ୍ରଥମେ ସ୍ଥଳପଥରେ ଜୋର୍ଡାନ କିମ୍ବା ଇଜିପ୍ଟରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ଭାରତ ଆସୁଥିବା ଜଣାପଡିଛି। ଅବଶ୍ୟ ଜୋର୍ଡାନ କିମ୍ବା ଇଜିପ୍ଟ ପହଞ୍ଚିବାରେ ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଉଥିବା ପ୍ରକାଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ