Thursday, November 12, 2026
20.6 C
Odisha

    ମାର୍କେଟ ବିଲ୍ଡିଂରେ ବଡ଼ ଅଘଟଣ, ଏସି ଗ୍ୟାସ୍ କମ୍ପ୍ରେସର ଫାଟି ଜଣେ ମୃତ, ୨ ଗୁରୁତର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବଡ଼ ଅଘଟଣ ।  ଏସି ଗ୍ୟାସ୍ ଫିଲିଂ ବେଳେ ଫାଟିଲା କମ୍ପ୍ରେସର । ବିସ୍ଫୋରଣରେ ମରାମତି କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଓ ଅଗ୍ନିଶମ ବାହିନୀ ।  କେଉଁ ପରିସ୍ଥିତିରେ କମ୍ପ୍ରେସର ଫାଟିଲା, ତାହାର କାରଣ ଖୋଜୁଛି ପୋଲିସ ।  ଘଟଣାକୁ ନେଇ ଆରମ୍ଭ ହୋଇଛି ଛାନଭିନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    80 %
    1kmh
    0 %
    Thu
    20 °
    Fri
    27 °
    Sat
    27 °
    Sun
    27 °
    Mon
    26 °

    ସମ୍ବନ୍ଧିତ