Thursday, October 22, 2026
20 C
Odisha

    ମାଲକାନାଗିରିରେ ଫେରୁଛି ଶାନ୍ତି, ଆଜି ଦିନ ୧୨ଟା ଯାଏ ଜାରି ରହିବ ଇଣ୍ଟରନେଟ କଟକଣା

    ଆଗକୁ ପଢନ୍ତୁ

     

    ଖୁବଶୀଘ୍ର ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି । ପୂର୍ବ ଭଳି ଭାଇଚାରା ବଜାୟ ରହିବ । ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏମଭି-୨୬ ଗାଁର ୧୬୩ ଘର ଜଳିଯାଇଛି । ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ CCTV କ୍ୟାମେରା ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ଆଜି ଦିନ ୧୨ଟା ଯାଏ ଇଣ୍ଟରନେଟ କଟକଣା ଜାରି ରହିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    73 %
    1kmh
    72 %
    Thu
    29 °
    Fri
    29 °
    Sat
    28 °
    Sun
    28 °
    Mon
    25 °

    ସମ୍ବନ୍ଧିତ