ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ପରିବହନ ମନ୍ତ୍ରୀଙ୍କ ବାସଗୃହ ଘେରାଉ ପାଇଁ ଉଦ୍ୟମ କରୁଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓଡ଼ିଶା । ପୂର୍ବ ଜରିମାନକୁ ରଦ୍ଦ କରାଯିବା ସହିତ ପଲ୍ୟୁସନ ନାଁରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବନ୍ଦ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ନବନିର୍ମାଣ ଯୁବ ସଙ୍ଘ । ବଡ ବଡ଼ କଂପାନୀ କୁ ସରକାର ସହାନୁଭୂତି ଦେଖାଉଚି । ଭୋ ରେ ଜବାବ ଦିଆଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ ଚେତାବନୀ ଦେଇଛି।

