Friday, September 11, 2026
23.8 C
Odisha

    ଯୁବକଙ୍କୁ ବୀଭତ୍ସ ହତ୍ୟା , ଗଳା କାଟିବା ପରେ ରାସ୍ତା ଉପରେ ଫିଙ୍ଗିଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ବରଗଡ: ଯୁବକଙ୍କୁ ବୀଭତ୍ସ ହତ୍ୟା । ଗଳା କାଟିବା ପରେ ରାସ୍ତା ଉପରେ ଫିଙ୍ଗିଦେଇଥିବା ଅଭିଯୋଗ । ବରଗଡ ସହର ଘୁଲିପାଲି ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଘୁଲିପାଲିର ଚନ୍ଦନ ରାଉତ। ନିଶା କାରବାର ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମାଆ । ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ବରଗଡ଼ ଟାନ ଥାନା ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ