Thursday, September 17, 2026
24.5 C
Odisha

    ରକ୍ଷା ବନ୍ଧନରେ ଆପଣଙ୍କ ରାଶି ଅନୁସାରେ ବାଛନ୍ତୁ ପୋଷାକ ଏବଂ ରାଖିର ରଙ୍ଗ : ଜାଣନ୍ତୁ କେଉଁ ରାଶି ପାଇଁ କେଉଁଟି ଶୁଭ

    ଆଗକୁ ପଢନ୍ତୁ

    ରାକ୍ଷୀ ପୂର୍ଣ୍ଣିମାକୁ ଆଉ ଦୁଇ ଦିନ ରହିଲା । ୨୦୨୬ ରକ୍ଷାବନ୍ଧନ ପାଇଁ ଆପଣଙ୍କ ରାଶି ଅନୁସାରେ ଏକ ଶୁଭ ରଙ୍ଗ ବାଛିବା ଏହି ପର୍ବକୁ ଆହୁରି ସ୍ୱତନ୍ତ୍ର କରିପାରେ। ଜ୍ୟୋର୍ତିବିଦ୍ ଙ୍କ ମତାନୁସାରେ, ପ୍ରତ୍ୟେକ ରାଶିର ଏକ ନିର୍ଦ୍ଦିଷ୍ଟ ଶୁଭ ରଙ୍ଗ ଅଛି ବୋଲି ବିବେଚନା କରାଯାଏ। ମେଷ ରାଶିରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ପାଇଁ କେଉଁ ରଙ୍ଗ ଶୁଭ ହେବ ଏବଂ କେଉଁ ପ୍ରକାରର ରାଖି ବାନ୍ଧିବା ଉଚିତ ତାହା ଜାଣନ୍ତୁ..

    ଏହି ବର୍ଷ ରକ୍ଷାବନ୍ଧନ ପର୍ବ ୨୮ ଅଗଷ୍ଟ ଶୁକ୍ରବାର ଦିନ ପାଳନ କରାଯିବ । ଏହି ଦିନ ଭଉଣୀମାନେ ସେମାନଙ୍କ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ରାଶିର ଏକ ଶୁଭ ରଙ୍ଗ ଥାଏ। ଆପଣଙ୍କ ରାଶି ଅନୁସାରେ ପୋଷାକ ପିନ୍ଧିବା ଏବଂ ରକ୍ଷାବନ୍ଧନରେ ଆପଣଙ୍କ ଭାଇକୁ ରାଶି ଅନୁଯାୟୀ, ସଠିକ୍ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।

    ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରଙ୍ଗର ରାକ୍ଷୀ ଓ ପୋଷାକ..

    ମେଷ- ଲାଲ ରଙ୍ଗ ମେଷ ରାଶି ପାଇଁ ଶୁଭ। ରକ୍ଷା ବନ୍ଧନରେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ। ଲାଲ ରଙ୍ଗର ରାଖି ବାନ୍ଧନ୍ତୁ।

    ବୃଷ- ବୃଷ ରାଶି ପାଇଁ ଧଳା ଏବଂ ଆକାଶ ନୀଳ ଶୁଭ ରଙ୍ଗ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। ଆକାଶ, ନୀଳ ରଙ୍ଗର ରାଖି ବାନ୍ଧନ୍ତୁ।

    ମିଥୁନ – ମିଥୁନ ରାଶି ପାଇଁ ସବୁଜ ଏବଂ ସମୁଦ୍ର ରଙ୍ଗ ଶୁଭ ରଙ୍ଗ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। ସବୁଜ କିମ୍ବା ସମୁଦ୍ର ରଙ୍ଗର ରାଖି ବାନ୍ଧନ୍ତୁ।

    କର୍କଟ- କର୍କଟ ରାଶି ପାଇଁ ଧଳା ରଙ୍ଗ ଶୁଭ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। ତେବେ କ୍ଷୀର ଭଳି ଧଳା ରାଖି ବାନ୍ଧନ୍ତୁ।

    ସିଂହ- ସିଂହ ରାଶି ପାଇଁ କମଳା ରଙ୍ଗ ଶୁଭ। ରକ୍ଷା ବନ୍ଧନରେ କମଳା ରଙ୍ଗର ପୋଷାକ ପିନ୍ଧନ୍ତୁ। କମଳା ରଙ୍ଗର ରାଖି ବାନ୍ଧନ୍ତୁ।

    କନ୍ୟା- ପିସ୍ତା ସବୁଜ ରଙ୍ଗ କନ୍ୟା ରାଶି ପାଇଁ ଶୁଭ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। ପିସ୍ତା ସବୁଜ ରଙ୍ଗର ରାଖି ବାନ୍ଧନ୍ତୁ।

    ତୁଳା- ତୁଳା ରାଶି ପାଇଁ ଉଜ୍ଜ୍ୱଳ ନୀଳ ରଙ୍ଗ ଶୁଭ। ନୀଳ ପୋଷାକ ପିନ୍ଧନ୍ତୁ। ନୀଳ ରାଖି ବାନ୍ଧନ୍ତୁ।

    ବିଛା- ବିଛା ରାଶି ପାଇଁ ଲାଲ ରଙ୍ଗ ଏକ ଶୁଭ ରଙ୍ଗ। ରକ୍ଷା ବନ୍ଧନରେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ। ଲାଲ ରଙ୍ଗର ରାଖି ବାନ୍ଧନ୍ତୁ।

    ଧନୁ- ଧନୁ ରାଶି ପାଇଁ କେସର ଏକ ଶୁଭ ରଙ୍ଗ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। କେସର ରଙ୍ଗର ରାଖି ବାନ୍ଧନ୍ତୁ।

    ମକର- ନୀଳ ଏବଂ କଳା ମକର ରାଶି ପାଇଁ ଶୁଭ ରଙ୍ଗ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। ନୀଳ ରାଖି ବାନ୍ଧନ୍ତୁ।

    କୁମ୍ଭ – ନୀଳ କୁମ୍ଭ ପାଇଁ ଏକ ଶୁଭ ରଙ୍ଗ। ରକ୍ଷା ବନ୍ଧନରେ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ। ନୀଳ ରଙ୍ଗର ରାଖି ବାନ୍ଧନ୍ତୁ।

    ମୀନ- ହଳଦୀ ପରି ହଳଦିଆ ରଙ୍ଗ, ମୀନ ପାଇଁ ଶୁଭ। ଏହି ରଙ୍ଗର ପୋଷାକ ପିନ୍ଧନ୍ତୁ। ହଳଦିଆ ରାଖି ବାନ୍ଧନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ