Friday, September 11, 2026
24.4 C
Odisha

    ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ

    ଆଗକୁ ପଢନ୍ତୁ

    ପୁରୀ : ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଚାଲିଲା ପ୍ରସ୍ତୁତି । ଘୋଷଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ଏନେଇ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ ପହଞ୍ଚିଛନ୍ତି । ଏହି ୫ଜଣିଆ ଟିମ୍‌‌ ପଦ୍ମପୁର ଜଙ୍ଗଲରେ ରଥକାଠ ପାଇଁ ସର୍ଭେକ୍ଷଣ କରିବେ । ସର୍ବେକ୍ଷଣ ସମୟରେ ଏହି ଟିମ୍‌‌ ସହିତ ବରଗଡ଼଼ ଡିଏଫ୍‌‌ଓ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.4 ° C
    24.4 °
    24.4 °
    95 %
    2kmh
    95 %
    Fri
    25 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ