Monday, March 2, 2026
34.4 C
Odisha

    ରାଜଧାନୀରେ ତନ୍ତ୍ରବିଦ୍ୟା, ବନ୍ଦ ଘରୁ ମିଳିଲା ହାଡ଼ କଙ୍କାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ଗୁଣିଗାରେଡି । ବନ୍ଦ ଘରୁ ମିଳିଲା ହାଡ଼ କଙ୍କାଳ । କବାଟ କିଳି ଚାଲିଥିଲା ପୂଜାର୍ଚ୍ଚନା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବିଟକିଜ ଟଙ୍କପାଣି ରୋଡ଼ ନିକଟରେ । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଉକ୍ତ ଘରଟିକୁ ଅଫିସ କରିବେ କହି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାଡା ନେଇଥିଲେ। ବଳି ଯୋଜନାରେ ପୂଜାର୍ଚ୍ଚନା କରୁଥିବା ଘର ମାଲିକଙ୍କ ଅଭିଯୋଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    18 %
    4.2kmh
    6 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ