Friday, September 11, 2026
27.1 C
Odisha

    ରାଜଧାନୀରେ ବୁଲିଲା ବୁଲଡୋଜର, ଖାରବେଳନଗର ବସ୍ତି ଅଞ୍ଚଳରୁ ହଟିଲା ରାସ୍ତାକୁ ମାଡି ବସିଥିବା ଦୋକାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ବୁଲିଲା ବୁଲଡୋଜର । ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର । ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି । ଖାରବେଲ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଛି । ରାସ୍ତାକୁ ଅବରୋଧ କରିଥିବା କବାଡିଆ ଦୋକାନକୁ ହଟାଯାଇଛି । ଉଚ୍ଛେଦ ପୂର୍ବରୁ ନୋଟିସ କରିଥିଲା ବିଏମସି । କବାଡ଼ିଆମାନେ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ କରି ରଖିଥିଲେ । ରାସ୍ତାକଡ଼ ଅବରୋଧ ସହିତ ଡ୍ରେନ ଜାମ ସହ ଦୁର୍ଗନ୍ଧରେ ଫାଟୁଥିଲା ଅଞ୍ଚଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ