Friday, October 2, 2026
22.9 C
Odisha

    ଭିଜିଲାନ୍ସ ପଞ୍ଝାରେ ଓଏଏସ ଅଧିକାରୀ, ତିନୋଟି ସ୍ଥାନରେ ରେଡ୍

    ଆଗକୁ ପଢନ୍ତୁ

    କଟକ : ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଧରା ପଡ଼ିଛନ୍ତି । ବକେୟା ଦରମା କରାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଓଏଏସ ଅଫିସର ବନମାଳୀ ଶତପଥୀଙ୍କ ତିନୋଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ