Tuesday, January 13, 2026
13.3 C
Odisha

    ରାଜଧାନୀ ଭୁବନେଶ୍ୱର ୪ନଂ ଆମିଷ ବଜାରରୁ ହଟିବ ଜବରଦଖଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଭୁବନେଶ୍ୱର ୪ନଂ ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ଏନେଇ ବିଏମସି ଅଧିକାରୀଙ୍କ ସହ ସମୀକ୍ଷା ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ମେୟର କହିଛନ୍ତି ଯେ ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ଆମିଷ ଆବର୍ଜନାକୁ ଏଣେତେଣେ ନଫିଙ୍ଗିବାକୁ ମେୟର ତାଗିଦ କରିଛନ୍ତି । ପ୍ଲାଷ୍ଟିକ୍‌ ଡ୍ରମରେ ଆବର୍ଜନା ରଖିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନିୟମ ନମାନିଲେ ଅମାନିଆଙ୍କ ଉପରେ କଡଶ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.3 ° C
    13.3 °
    13.3 °
    40 %
    1.3kmh
    0 %
    Tue
    27 °
    Wed
    28 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ