Thursday, March 19, 2026
22.8 C
Odisha

    ରାଜ୍ୟରେ ସମସ୍ତ ୭ଟି ସୂତାକଳ ବନ୍ଦ ହୋଇ ପଡ଼ିଛି: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ନକଲି ସମ୍ବଲପୁରୀ ଶାଢ଼ି ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ କହିଛନ୍ତି, ସମ୍ବଲପୁରୀ ଶାଢ଼ି ବଜାରରେ କପି ରାଇଟ ଉଲ୍ଲଘନ ହୋଇ ବ୍ୟାପକ ଭାବେ ନକଲି ଶାଢ଼ି ବଜାରରେ ପ୍ରବେଶ ହେଉଛି। ଏହାଦ୍ୱାରା ହସ୍ତତନ୍ତ ଶାଢ଼ି ବିକ୍ରିର ମାନ୍ଦା ଅବସ୍ଥା ସୃଷ୍ଟି ହୋଇ ବୁଣାକାରମାନେ ହାତବାନ୍ଧି ବସିଥିବା ଅଭିଯୋଗ ଆସିଛି। ତାହା ସରକାରଙ୍କୁ ଦୃଷ୍ଟି ଗୋଚର ହେବା ନିହାତି ଆବଶ୍ୟକ। ଆଉ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କ ପ୍ରତି ସରକାର କଣ ପଦକ୍ଷେପ ନେଉଛନ୍ତି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ