Friday, January 23, 2026
16.2 C
Odisha

    ରାଜ୍ୟ ବିଜେପିର ଗୁଣ୍ଡାରାଜ: କାର୍ଯ୍ୟରତ ସାମ୍ବାଦିକଙ୍କୁ ନାଲିଆଖି

    ଆଗକୁ ପଢନ୍ତୁ

    ବିଜେପି ପାର୍ଟି ଅଫିସରେ ପୁଣି ହଙ୍ଗାମା । ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର। ରିପୋଟିଂ କରିବାବେଳେ ବିଜେପି ନେତାଙ୍କ ଆକ୍ରମଣ ଦେଖିବାକୁ ମିଳିଛି। ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ଠେଲାପେଲା କରିଛନ୍ତି ବିଜେପି ନେତା ଯତୀନ ମହାନ୍ତି। କ୍ୟାମେରା ବନ୍ଦ କରିବାକୁ ପ୍ରୟାସ ମଧ୍ୟ କରିଥିବା ଚିତ୍ର ସାମ୍ନାକୁ ଆସିଛି। ଖବର ପାଇ ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    75 %
    2.2kmh
    0 %
    Thu
    16 °
    Fri
    29 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ