Sunday, October 4, 2026
28.6 C
Odisha

    ରାତିରେ କେଉଁ ଖାଦ୍ୟ ଖାଇବା ଦ୍ଵାରା ଠିକରେ ନିଦ ହୁଏନି ?

    ଆଗକୁ ପଢନ୍ତୁ

    କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଏହାରିଭିତରେ ଅଧିକାଂଶ ଲୋକେ ସଠିକ ଭାବରେ ନିଦ ହେଉନଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି । କିନ୍ତୁ ଜୀବନଶୈଳୀ ଅପେକ୍ଷା ଆପଣଙ୍କ ଗ୍ରହଣ କରୁଥିବା ଆହାର ଏଥିପାଇଁ ଦାୟୀ ହୋଇଥାଏ । ତାବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କୁ ଠିକରେ ନିଦ ହୋଇନଥାଏ । ଯଦି ସୁଖନିଦ୍ରା ଚାହୁଁଛନ୍ତି ତେବେ ରାତ୍ରୀ ଭୋଜନରେ ଏହି ସବୁ ଖାଦ୍ୟ ଠାରୁ ନିଜକୁ ଦୂରରେ ରୁଖନ୍ତୁ-

    ମସଲା ଜାତୀୟ ଖାଦ୍ୟ: ଅଧିକ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଏସିଡିଟି ହୋଇଥାଏ। ଏହା ଦ୍ଵାରା ଛାତି ଯନ୍ତ୍ରଣା ହୋଇଥାଏ। ହଜମ ଶକ୍ତି ମଧ୍ୟ ଖରାପ ହୋଇ ଲୁଜ୍ ମୋସନ ହୋଇପାରେ।

    ସୋଡା କିମ୍ବା ମଦ: କିଛି ଲୋକ ଭାବନ୍ତି ଯେ ରାତିରେ ସୋଡା ଏବଂ ମଦ ପିଇବା ଦ୍ଵାରା ଭଲ ନିଦ ହୁଏ । ଏଭଳି କରିବା ଦ୍ଵାରା ଆପଣଙ୍କର ସ୍ଲିପ୍ ସାଇକେଲ ଖରାପ ହୋଇଥାଏ । ମଦ ଗଭୀର ନିଦ ଉପରେ ପ୍ରଭାବ ପକାଇଥାଏ । ସେହିପରି ସୋଡା ପିଇବା ଦ୍ଵାରା ଏସିଡିଟିର ସମସ୍ୟା ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ