Wednesday, October 8, 2025
22.7 C
Odisha

    ରାମଦୋଳିରୁ ଖସିପଡ଼ି ଗୋଟିଏ ପରିବାରର ୪ ସଦସ୍ୟ ଆହତ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ଦୁର୍ଗାପୂଜାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ସେକ୍ଟର-୬ ଟେଲିଫୋନ ଭବନ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ମେଳାରେ ରାମଦୋଳିରୁ ଖସିପଡି ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଜୋନ୍‌-୧ ଡିଏସ୍‌ପି ପୁଷ୍ପାରାଣୀ ନିନ୍‌ଗୀ, ସେକ୍ଟର-୭ ଥାନା ପୋଲିସ, ପୂଜା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ସେକ୍ଟର-୧୯ ସ୍ଥିତ ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ତେବେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ କିପରି ଦୋଳିରୁ ଖସିପଡିଲେ ତାର ତଦନ୍ତ କରାଯାଉଛି ବୋଲି ଡିଏସ୍‌ପି ନିନଗୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.7 ° C
    22.7 °
    22.7 °
    92 %
    1.2kmh
    70 %
    Tue
    23 °
    Wed
    29 °
    Thu
    29 °
    Fri
    28 °
    Sat
    28 °

    ସମ୍ବନ୍ଧିତ