Monday, May 18, 2026
29.8 C
Odisha

    ରିଲିଜ ହେଲା ‘ଦେ ଦେ ପ୍ୟାର ଦେ ୨’ ଫିଲ୍ମ, ହଲରେ କରୁଛି ଧମାଲ୍

    ଆଗକୁ ପଢନ୍ତୁ

    ଆଜି ରିଲିଜ ହୋଇଛି ‘ଦେ ଦେ ପ୍ୟାର ଦେ ୨’ । ‘ଦେ ଦେ ପ୍ୟାର ଦେ’ ପରେ ପାର୍ଟ ୨ ପୁଣି ଥରେ ଫିଲ୍ମ ହଲରେ ଧମାଲ କରୁଛି । ଏହି ଫିଲ୍ମରେ ଅଜୟ ଦେବଗନ,ରାକୁଲ ପ୍ରୀତ ସିଂ, ଆର .ମାଧବନ ଏବଂ ଗୌତମ କପୁରଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ରିଲିଜ ହେବା ପରେ ଫିଲ୍ମଟି ଚର୍ଚ୍ଚା ସୃଷ୍ଟି କରିଛି ।

    ଫିଲ୍ମ କ୍ରିଟିକ୍ କୁଲଦୀପ ଗଢବୀ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ରିଭ୍ୟୁ ସେୟାର କରିଛନ୍ତି । ସେ ଅଜୟ ଦେବଗନ, ରକୁଲ ପ୍ରୀତ ସିଂ ଏବଂ ଆର.ମାଧବନଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ସେ ଜାଭେଦ ଜାଫରୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଆଶିଷ ମେହେରାଙ୍କ ଭୂମିକାକୁ ଅଜୟ ଦେବଗନ ଅଭିନୟ କରି ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି । ଏହି ଫିଲ୍ମର ପ୍ରଥମ ପାର୍ଟ ଭଳି ପାର୍ଟ ୨ ମଧ୍ୟ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    54 %
    2.2kmh
    87 %
    Sun
    30 °
    Mon
    41 °
    Tue
    44 °
    Wed
    46 °
    Thu
    46 °

    ସମ୍ବନ୍ଧିତ