Thursday, July 31, 2025
24 C
Odisha

    ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ ଚେନାବ୍

    ଆଗକୁ ପଢନ୍ତୁ

    ଶ୍ରୀନଗର  :   ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀରରେ ପହଞ୍ଚି ଆଜି ଏହି ରେଳ ସେତୁର ଉଦ୍ଘାଟନ କରିଛନ୍ତି। ପ୍ରାୟ 15 ଶହ କୋଟି ଖର୍ଚ୍ଚରେ ନିର୍ମିତ ହୋଇଛି ସେତୁ । ଏହି ସେତୁର ଉଚ୍ଚତା 359 ମିଟର ଥିବା ବେଳେ ଏହାର ଦୈର୍ଘ୍ୟ 1315 ମିଟର । ଉଦ୍ଧମପୁର- ଶ୍ରୀନଗର – ବାରମୁଲା ରେଳ ଲିଙ୍କ (ୟୁଏସବିଆରଏଲ୍) ଅନ୍ତର୍ଗତ ଚେନାବ ସେତୁ ନିର୍ମାଣ କରାଯାଇଛି । ବିଶ୍ୱର ସବୁଠାରୁ ଉଚ୍ଚତମ ସେତୁ ବୋଲି କୁହାଯାଉଛି, ଯାହା ଭୂପୃଷ୍ଠରୁ 359 ମିଟର ଉଚ୍ଚତାରେ ନିର୍ମାଣ କରାଯାଇଛି । କେନ୍ଦ୍ର ସରକାର ୟୁଏସବିଆରଏଲକୁ ଦେଶର ସବୁଠୁ ଉଚ୍ଚଆକାକ୍ଷୀ ପ୍ରୋଜେକ୍ଟ ଭାବେ ଅବିହିତ କରିଛନ୍ତି ।ଏଥିସହ 46000 କୋଟିର ପ୍ରୋଜେକ୍ଟର ଶିଳାନ୍ୟାଶ କରିବେ ପ୍ରଧାନମନ୍ତ୍ରୀ । ତେବେ ପହଲଗାମ ଆକ୍ରମଣ ପରେ ଆଜି ପ୍ରଥମ ଥର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ମୋଦିଙ୍କ ଗସ୍ତ ନେଇ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    90 %
    1.6kmh
    97 %
    Thu
    30 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ