Friday, December 19, 2025
16.8 C
Odisha

    ଶରଧାବାଲି ଦଳାଚକଟା ପାଇଁ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଶରଧାବାଲି ଦଳାଚକଟା ପାଇଁ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ । ମୁଁ ଏବଂ ମୋ ସରକାର କ୍ଷମା ପ୍ରାର୍ଥନା କରୁଛୁ । ଦଳଚକଟାରେ ମୃତ୍ୟୁ ଘଟଣା ଆଦୌ ଗ୍ରହଣନୀୟ ନୁହଁ ଏବଂ କର୍ତ୍ତବ୍ୟରେ ଅବହେଳାକୁ ଅକ୍ଷମଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଦହ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗଭୀର ସମବେଦନାଜଣାଇଛନ୍ତି । ଏଭଳି ଦାରୁଣ ଦୁଃଖକୁ ସହିବା ନିମନ୍ତେ ମହାପ୍ରଭୁ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.8 ° C
    16.8 °
    16.8 °
    46 %
    1.3kmh
    0 %
    Fri
    16 °
    Sat
    27 °
    Sun
    27 °
    Mon
    27 °
    Tue
    28 °

    ସମ୍ବନ୍ଧିତ