Tuesday, November 24, 2026
27 C
Odisha

    ଶିବାଗଙ୍ଗାରେ ବୋଇତ ଭସାଇଲେ ଭକ୍ତ, ସନ୍ଧ୍ୟାରେ ଅପୂର୍ବ ହରଗୌରୀ ବେଶରେ ଦର୍ଶନ ଦେବେ ବାବା ଆଖଣ୍ଡଳମଣି

    ଆଗକୁ ପଢନ୍ତୁ

    ଭଦ୍ରକ : ଶିବାଗଙ୍ଗାରେ ବୋଇତ ଭସାଇଲେ ଭକ୍ତ । ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସନ୍ଧ୍ୟାରେ ଅପୂର୍ବ ହର ଗୌରୀ ବେଶ । ଭକ୍ତଙ୍କ ସମେତ ସ୍ଥାନୀୟ ସେବାୟତ ପରିବାର ଓ ଆଖପାଖ ଅଞ୍ଚଳର ବ୍ରତଧାରୀ ମହିଳା ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରିଣୀରେ ରୀତିନୀତି ଅନୁସାରେ ବୋଇତ ବନ୍ଦାଣ କରି ବୋଇତ ଭସାଇଥିଲେ ।

    ମନ୍ଦିର ବେଢା ପରିସରରେ ପୂଜା ପାଉଥିବା ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବାବାମଣିଙ୍କୁ ଦର୍ଶନ କରି ବ୍ରତ ଭାଙ୍ଗିଛନ୍ତି ବ୍ରତ ଧାରୀ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପୀଠରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    61 %
    0.8kmh
    79 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    24 °

    ସମ୍ବନ୍ଧିତ