Tuesday, November 24, 2026
27 C
Odisha

    ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କାକଟପୁର ମା’ମଙ୍ଗଳାଙ୍କ ଦର୍ଶନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ବିଶ୍ୱର କଲ୍ୟାଣ ନିମନ୍ତେ କଲେ ପୂଜାଚ୍ଚନା

    ଆଗକୁ ପଢନ୍ତୁ

    ପୁରୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ଦର୍ଶନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି ସକାଳୁ ଡକ୍ଟର ସାମନ୍ତ ମନ୍ଦିରରେ ପହଁଞ୍ଚି ବିଶ୍ୱର କଲ୍ୟାଣ ନିମନ୍ତେ ମା’ ମଙ୍ଗଳାଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରିବା ସହିତ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମା’ ମଙ୍ଗଳାଙ୍କୁ ଏକ ସୁନ୍ଦର ଗଜରା ମାଳ ପିନ୍ଧାଇ ଥିଲେ । ମା’ ମଙ୍ଗଳାଙ୍କ ନିକଟରେ ଡକ୍ଟର ସାମନ୍ତଙ୍କ ପୂଜାର୍ଚନା କରାଇଥିଲେ ପୂଜକ ସୂର୍ଯ୍ୟ ନାରାୟଣ ପଣ୍ଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    61 %
    0.8kmh
    79 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    24 °

    ସମ୍ବନ୍ଧିତ