Saturday, January 31, 2026
19.4 C
Odisha

    ଶିମିଳିପାଳରେ ଶୂନ ହୋଇଗଲା ପାରଦ, ଅସହ୍ୟ ଜାଡ଼ରେ ପ୍ରଭାବିତ ହେଇଛି ଜନଜୀବନ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ  : ମୟୂରଭଞ୍ଜ ଓ ଶିମିଳିପାଳରେ ଶୂନ ହୋଇଗଲା ପାରଦ ।  ଶିମିଳିପାଳରେ ଉପରବାରା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

    ସେହିପରି ଚାହାଲାରେ ୨ ଡିଗ୍ରୀ,ବରେହିପାଣିରେ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ଗୁଡିକରେ ବି ପାରଦ ଖସିଛି ।  ଦିନ ହେଉ ଅବା ରାତି ଅସହ୍ୟ ଜାଡ଼ ସହ ପ୍ରବଳ କୁହୁଡିରେ ପ୍ରଭାବିତ ହେଇଛି ଜନଜୀବନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    19.4 ° C
    19.4 °
    19.4 °
    55 %
    2.1kmh
    48 %
    Sat
    19 °
    Sun
    31 °
    Mon
    32 °
    Tue
    31 °
    Wed
    33 °

    ସମ୍ବନ୍ଧିତ