Tuesday, September 29, 2026
29.2 C
Odisha

    ଶୀତଦିନେ ଜୀବନ ନେଉଛି କଳାଫିମ୍ପି ପିଆଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶୀତଦିନେ ଦେଶରେ ବଢୁଥିବା ବ୍ଲାକ୍ ଫଙ୍ଗସ୍ ମାମଲାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପିଆଜରେ ଥିବା ବ୍ଲାକ୍ ସ୍ପଟ୍ ହେଉଛି ବ୍ଲାକ୍ ଫଙ୍ଗସ।ଏହା ଘରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ସହିତ ନାକ ଦେଇ ପ୍ରବେଶ କରିପାରେ ବୋଲି ଦାବି କରାଯାଉଛି। କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ ଏହି ଖବର ମିଳିଥିଲା। ପରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇଥିଲେ ଲୋକ, ନ ଧୋଇ କୌଣସି ଜିନିଷ ଖାଇବା କଥାନୁହେଁ।ବର୍ତ୍ତମାନ ବି ସମସ୍ତେ ସାବଧାନ ରହିବା ସହ ସ୍ୱଚ୍ଛତା ରଖିବା ଉଚିତ୍। ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) କହିଛି ପିଆଜରେ ଦେଖାଯାଉଥିବା କଳା ଦାଗ ବ୍ଲାକ୍ ଫଙ୍ଗସ୍।

    ରକ୍ତ ପ୍ରବାହ ଅବରୋଧ: ବ୍ଲାକ୍ ଫଙ୍ଗସ୍ ଧମନୀରେ ରକ୍ତ ପ୍ରବାହକୁ ଅବରୋଧ କରିଥାଏ, ଯାହା ଫଳରେ ପିଆଜ ସମେତ ଅନ୍ୟମାନଙ୍କୁ କଳାପଣ, ଜମା ହେବା ଏବଂ ରକ୍ତ ପ୍ରବାହ ହୁଏ ନାହିଁ।

    ପ୍ରତ୍ୟେକ ବ୍ୟକ୍ତି ସ୍ୱଚ୍ଛତାର ଯତ୍ନ ନେବା ଉଚିତ, ମଇଳା ହେଉଛି ରୋଗର କାରଣ। ଯଦି ଆପଣ ଏଭଳି କିଛି ଅଲଗା ଜିନିଷ କିମ୍ବା ଦାଗ ଦେଖନ୍ତି ତେବେ ତୁରନ୍ତ ଏହାକୁ ସଫା କରି ଦିଅନ୍ତୁ।

    ପିଆଜରେ ଦେଖାଯାଉଥିବା ବ୍ଲାକ୍ ସ୍ପଟ୍ ବା ଫଙ୍ଗସ୍ ବିଭିନ୍ନ ସଂକ୍ରମଣର ଆଶଙ୍କାକୁ ବଢାଇଥାଏ। ଏଭଳି ପିଆଜକୁ ନ ଧୋଇ ଖାଆନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ