Friday, April 3, 2026
26.5 C
Odisha

    ଶୀତ ଋତୁରେ ଗୋଲାପ ଜଳର ଚମତ୍କାରୀତା

    ଆଗକୁ ପଢନ୍ତୁ

    ଶୀତ ଋତୁରେ ଫେସ୍ ବହୁତ ଡଲ୍ ଦେଖାଯିବା ସହ ଡ୍ରାଏ ମଧ୍ୟ ପଡିଯାଏ। ଏହା ସହ ଫେସ୍ ମଧ୍ୟ ବହୁତ ଖରାପ ଦେଖାଯାଇଥାଏ। ଖାସ୍ କରି ଝିଅମାନେ ଏହି ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି। କାରଣ ଝିଅମାନେ ବିନା ମେକଅପରେ ଘରୁ ବାହାରକୁ ବାହାରନ୍ତି ନାହିଁ। ଏହି ଋତୁରେ ଫେସ୍ ଏତେମାତ୍ରାରେ ଖରାପ ହୋଇଯାଇଥାଏ ଯେ, ଯେତେ ମେକଅପ୍ ନେଲେ ମଧ୍ୟ ଅଧିକ ଖରାପ ଦେଖାଯାଇଥାଏ। ଏଥିସହ ଫେସ୍ କିପରି ସୁନ୍ଦର ଦେଖାଯିବ ତାକୁ ନେଇ ଅନେକ ଫେସ୍ ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହି ଦିନରେ ଫେସରେ ଅନେକ ପ୍ରକାର ଲୋସନ ମଧ୍ୟ ଲଗାଇଥାଆନ୍ତି, ଯାହା ଅଳ୍ପ ସମୟ ଭିତରେ ସୁଖି ଯାଇଥାଏ। ଏଭଳି ସ୍ଥିତିରେ ଆପଣଙ୍କୁ କ’ଣ କରିବା ଉଚିତ୍ ଆସନ୍ତୁ ଜାଣିବା।ଯଦି ଆପଣଙ୍କ ଫେସ୍ ଡ୍ରାଏ କିମ୍ବା ଡଲ୍ ଦେଖାଯାଉଛି ତେବେ ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କୁ ଆଜି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ଫେସରେ ଲଗାଇବା ପରେ ଚମକ ସୃଷ୍ଟି କରିବା ସହ ଫେସରେ ଅନେକ ସମସ୍ୟା ମଧ୍ୟ ଦୂର କରିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ –
    ଯଦି ଆପଣ ଫେସରେ ଗୋଲାପ ଜଳ ବ୍ୟବହାର କରନ୍ତି ତେବେ ଆପଣଙ୍କର ହଜିଯାଇଥିବା ଜଚହେରାକୁ ଫେରି ପାଇବେ। ଡ୍ରାଏନେସକୁ ଦୂର କରିବା ପାଇଁ ଗୋଲାପ ଜଳ ବ୍ୟବହାର କରିପାରିବେ ।

    ଗୋଲାପ ଜଳରେ ଆଉ ଗୋଟିଏ ଜିନିଷ ମିଶାଇ ଲଗାଇଲେ ଖାଲି ଫେସରେ ଗ୍ଲୋ ଆସିବ ନାହିଁ ବରଂ ଫେସରେ ହେଉଥିବା ପିମ୍ପଲ ଏବଂ ଦାଗ ଇତ୍ୟାଦିକୁ ହଟାଇ ଦେବ। ଯଦି ଆପଣ ଗୋଲାପ ଜଳ ସହ ଗ୍ଲିସରିନକୁ ମିଶାଇ ଫେସରେ ଲଗାନ୍ତି ତେବେ ଆପଣଙ୍କର ସମସ୍ୟା ଦୂର ହେବ। ଏହି ମିଶ୍ରଣକୁ ଆପଣ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ଫେସକୁ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କର ରେଜଲ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    46 %
    1.9kmh
    0 %
    Fri
    40 °
    Sat
    39 °
    Sun
    36 °
    Mon
    37 °
    Tue
    40 °

    ସମ୍ବନ୍ଧିତ