Friday, April 3, 2026
36.1 C
Odisha

    ଶୈବପୀଠ ହରିଶଙ୍କରରେ ବାଦଲଫଟା ବର୍ଷା, ଝରଣା ପାଖକୁ ନଯିବାକୁ ବାରଣ କରିଥିଲେ ମନ୍ଦିର କର୍ତ୍ତୃପକ୍ଷ

    ଆଗକୁ ପଢନ୍ତୁ

    ପାଟଣାଗଡ଼   : ବଲାଙ୍ଗିର  ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବାଦଲ ଫଟା ବର୍ଷା । ଗତକାଲି ସଂଧ୍ୟାରେ ହଠାତ ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କରର ପାପନାଶିନୀ ଝରଣାରେ ଅକସ୍ମାତ ବନ୍ୟା ଆସିଥିଲା । ସ୍ଥିତି ଏପରି ହୋଇଥିଲା କି ଝରଣା କୂଳରେ ଥିବା ସୁରକ୍ଷା ବାଡ ଓ ପୋଲ ଉପରେ ବି ପାଣି ଚାଲୁଥିଲା । ପ୍ରବଳ ବର୍ଷା ଯୋଗୁଁ ହଠାତ ଏଭଳି ସ୍ଥିତି ଉପୁଜିଥିବା ବେଳେ, ପର୍ଯ୍ୟଟକ ମାନଙ୍କୁ ଝରଣା ପାଖକୁ ଯିବାକୁ ବାରଣ କରିଥିଲେ ମନ୍ଦିର କର୍ତ୍ତୃପକ୍ଷ । ପୂର୍ବରୁ ମଧ୍ୟ ଗତ ମାସ ହଠାତ ଝରଣା ପାଣି ମାଡ଼ି ଆସିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ