Monday, March 23, 2026
20.3 C
Odisha

    ଶ୍ରମିକଙ୍କ ବେକରେ ପଶିଲା ରଡ୍, ଅବସ୍ଥା ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ଅନୁଗୋଳ : ଶ୍ରମିକଙ୍କ ବେକରେ ପଶିଲା ରଡ୍ । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବିଲଡିଂ ରଡ୍ ବାଇଣ୍ଡିଂ ପାଇଁ ରଡ୍ କଟିଂ କରି ଉପରକୁ ଚଢାଉ ଥିବା ବେଳେ ଏହି ଅଘଟଣ ଘଟିଛି। ଶ୍ରମିକ ଜଣକ ହେଲେ ଜାରକା ଅଞ୍ଚଳର ମନୋରଞ୍ଜନ ବେହେରା । ସେ ରଡ୍ କଟିଂ କରି ଦୌଡ଼ି ସାହାଯ୍ୟରେ ଉପରକୁ ଉଠାଉ ଥିବା ବେଳେ ରଡ୍ ଟି ଖସି ଯିବାରୁ ମନୋରଞ୍ଜନଙ୍କ ବେକରେ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ଅନ୍ୟ ଶ୍ରମିକ ମାନେ ମନୋରଞ୍ଜନକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ