Sunday, August 2, 2026
25.6 C
Odisha

    ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

    ଆଗକୁ ପଢନ୍ତୁ

    ପୁରୀ: ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ସ୍ବତନ୍ତ୍ର ଚୁଲିରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୁଏ। ଠାକୁରଙ୍କ ସଅଳ ଦର୍ଶନ ସହ ମହାପ୍ରସାଦ ପାଇବେ ଶ୍ରଦ୍ଧାଳୁ। ଏଣେ ଅପରାହ୍ଣରେ ଠାକୁରଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ସାଧାରଣ ଦିନରେ ଶ୍ରୀମନ୍ଦିର ନୀତିରେ ଠାକୁରଙ୍କ ବେଶ ପରେ ରୋଷହୋମ ହୋଇଥାଏ। ରୋଷହୋମରୁ ଅଗ୍ନି ଆସିଲେ ଠାକୁରଙ୍କ ଭୋଗ ରନ୍ଧାଯିବା ପାଇଁ ଚୁଲି ଲାଗିଥାଏ। ପହିଲି ଭୋଗ ମାସରେ କିନ୍ତୁ ମଙ୍ଗଳ ଆଳତି ପରେ ରୋଷହୋମ କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.6kmh
    100 %
    Sat
    25 °
    Sun
    31 °
    Mon
    32 °
    Tue
    30 °
    Wed
    28 °

    ସମ୍ବନ୍ଧିତ