Friday, October 2, 2026
29.9 C
Odisha

    ଶ୍ରୀମନ୍ଦିର ଉପରେ ଅଜଣା ଜନ୍ତୁ, ଠାବ କଲେ ଚୁନରା ସେବକ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ଉପରେ ଅଜଣା ଜନ୍ତୁ ।  ଅଁଳାବେଢା ଉପରେ ଚଢ଼ିଛି ଅଜଣା ଜନ୍ତୁ ।  ଗତକାଲି ଜଳକ୍ରୀଡା ଏକାଦଶୀ ଅବସରରେ ଶ୍ରୀମନ୍ଦିର ଚୂଡ଼ା ଉପରକୁ ମହାଦୀପ ଉଠିବା ସମୟରେ ଜନ୍ତୁଟି ଚଢ଼ିଥିବା ଚର୍ଚ୍ଚା ।  ଚୁନରା ସେବକମାନେ ଜନ୍ତୁଟିକୁ ମନ୍ଦିର ଉପରେ ଠାବ କରିଥିଲେ ।  ମହାଦୀପ ଲଗାଇବା ବେଳେ ଏହାକୁ ହାତରେ ଧରିଥିଲେ ।  ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ। ଏହା ଗତକାଲିର ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏହି ଭିଡିଓ ।  ତେବେ ଏହି ଜନ୍ତୁଟି ଶାଳିଆପତନି ବୋଲି ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ