Tuesday, April 7, 2026
22.5 C
Odisha

    ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଭାଇରାଲ, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି

    ଆଗକୁ ପଢନ୍ତୁ

    ପୁରୀ : ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଆଶୀର୍ବାଦ 945 ଆଇଡିରୁ ଫଟୋ ଭାଇରାଲ ହୋଇଛି । ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଖିବାକୁ ମିଳିଛି । ଅତି ନିକଟରୁ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ଭିରତ ଫଟୋ ସହ ବାହାରେ ନିଜ ଫଟୋ ଉଠାଇ ଅପଲୋଡ୍ କରିଛନ୍ତି । କଡା ସୁରକ୍ଷା ସତ୍ତ୍ବେ କିପରି ମୋବାଇଲ ଭିତରକୁ ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ