Sunday, November 1, 2026
28.1 C
Odisha

    ଘନ କୁହୁଡ଼ି ହେଲା କାଳ, ୩ ଗୁରୁତର

    ଆଗକୁ ପଢନ୍ତୁ

    ରେଢାଖୋଲ : ଘନ କୁହୁଡ଼ି ହେଲା କାଳ । ବସ୍-ହାଇୱା ମୁହାଁମୁହିଁ ଧକ୍କା । ୩ ଗୁରୁତର । ରେଢାଖୋଲ- ବୌଦ୍ଧ ରାସ୍ତାର ପଣ୍ଡକିମାଳ ଚୌରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ ଟି ଯାଉଥିବାବେଳେ ପାଉଁଶ ବୋଝେଇ ହାଇୱା ସହ ଧକ୍କା ହୋଇଥିଲା । ଫଳରେ ହାଇୱାଟି ରାସ୍ତା ତଳକୁ ଓଲଟି ପଡିଥିଲା । ଏଥିରେ ହାଇୱାର ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି । ବସ୍ ରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.1 ° C
    28.1 °
    28.1 °
    73 %
    1.6kmh
    67 %
    Sun
    27 °
    Mon
    26 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ