Monday, March 2, 2026
24.9 C
Odisha

    ସକାଳୁ ସକାଳୁ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଆହତ

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳରେ ସକାଳୁ ସକାଳୁ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଛି ପୋଲିସ । ତାଳଚେରର ସ୍କଟଲାଣ୍ଡପୁର ଜଙ୍ଗଲରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଶୁସାନ୍ତଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ବହୁ ଦିନ ଧରି ପୋଲିସ ତାକୁ ଖୋଜୁଥିଲା । କିନ୍ତୁ ସବୁବେଳେ ପୋଲିସ ଆଖିରେ ଚକମା ଦେଇ ଖସିଯାଉଥିଲା ସୁଶାନ୍ତ ।ସ୍କଟଲାଣ୍ଡପୁର ଜଙ୍ଗଲରେ ସୁଶାନ୍ତ ଥିବାନେଇ ଗୋଇନ୍ଦା ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ତାକୁ ଧରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଖସି ପଳାଉଥିବାବେଳେ ପୋଲିସ ତା’ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    24 %
    1.7kmh
    2 %
    Mon
    25 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ